STORYMIRROR

Gajendra Kumar sethy

Abstract

4  

Gajendra Kumar sethy

Abstract

ମରୁଭୂମି

ମରୁଭୂମି

1 min
225

ଜୀବନ ମରୂର ତତଲା ବାଲିରେ

ଚାଲୁଅଛି ଏକା ଏକା

କେଉଁ ଦିିନ ପ୍ରଭୂ ତୁୁମ ସାଥେ ମୋର

କୁହ କେବେ ହେବ ଦେଖା ।

ମରୁଭୂମି ସିନା ଶୁଷ୍କନିରାଶାର

ଅଦେଖା ଯନ୍ତ୍ରଣା ଟିଏ

ସେଇଟି ବି ସ୍ବପ୍ନ ସରିଯାଏ ନାହିଁ

ବରଂ ସେଇଟି ଆରମ୍ଭ ହୁଏ ।

ତଥାପି ଅପେକ୍ଷା ଜଳ ବିନ୍ଦୁ ସମ

ମରୂପଥେ ଯାଯାବର

ନ ମିଳିଲା ନାହିଁ ତୃଷାର୍ତ୍ତ ମୁଁ କାହିଁ

ମରୁଭୂମି ଆଶା ମୋର ।



Rate this content
Log in

Similar oriya poem from Abstract