Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Action Others Children

4  

Sunanda Mohanty

Action Others Children

ମୋ ସ୍କୁଲ ବସ

ମୋ ସ୍କୁଲ ବସ

1 min
4



ଯେଉଁ ବସରେ ଲେଖାଥିବ ସ୍କୁଲ ବସ

ସେଇଥିରେ ଯିବା ପାଠ ପଢି

ଫାଷ୍ଟ ଏଡ଼ କିଟ ଏବଂ ଅଗ୍ନିନିର୍ବାପକ

ଯନ୍ତ୍ର ରହିବା ଅଟେ ଜରୁରୀ

ସ୍କୁଲ ନାମ ଏବଂ ସ୍କୁଲ ଫୋନ ନମ୍ବର

ନଥିଲେ ପଡିବା ଉତୁରୀ

ଘଣ୍ଟା ପ୍ରତି ବେଗ ପଚାଶ କିଲୋମିଟରରୁ

ଅଧିକା ନହେବା ଜରୁରୀ

ସ୍କୁଲ ବସର ଗେଟରେ ଥିବ ତାଲା ଚାବି

ନିର୍ଭରଯୋଗ୍ୟ ଫିଟିଂ

ବୌଦ୍ଧ ଲାଇସେନ୍ସ ଥିବ ମୋ ସ୍କୁଲ ବସ

ଡ୍ରାଇଭର ଥିବ ଯିଏ ସିଟିଂ

ଗାଡିଚାଳନାର ଅଭିଜ୍ଞତା ଥିବ ପାଞ୍ଚ ବର୍ଷ

ତେବେ ଡ୍ରାଇଭର ରୂପେ ସେଟିଙ୍ଗ

ଅନ୍ତତଃ ପକ୍ଷେ ଜଣେ କଣ୍ଡକ୍ଟର ଭାଇ

ରହିବ ମୋ ସ୍କୁଲ ବସରେ

ଆମ ବ୍ୟାଗ ରହିବାକୁ ସିଟ ତଳେ ଜାଗା

ଥିଲେ ବସିବୁ ଆରାମରେ

ସ୍କୁଲ ବସ ପାଇଁ ସ୍କୁଲ କର୍ତ୍ତୃପକ୍ଷ ଓ ଏସ୍କର୍ଟ

ରହିବା ଆବଶ୍ୟକ ନିହାତି 

ବସ ଗାଡିର ଫିଟନେସ ସାର୍ଟିଫିକେଟ

ଉଚିତ ପଦକ୍ଷେପ ନିୟମ ନୀତି 

ପିଲାଏ ଯେପରି ୟୁନିଫର୍ମ ପିନ୍ଧି ଯାଆନ୍ତି

ନିଜ ନିଜ ସ୍କୁଲକୁ

ଡ୍ରାଇଭର ଆଉ କଣ୍ଡକ୍ଟର ଭାଇ ସ୍କୁଲ ବସର

ପିନ୍ଧିଥିବେ ତାଙ୍କ ୟୁନିଫର୍ମକୁ

ଏସବୁ ଥିଲେ ଯିବା ସ୍କୁଲ ବସରେ ଆମେ

ପାଠ ପଢିବା ନିର୍ଭୟେ

ସଡ଼କ ସୁରକ୍ଷା ସପ୍ତାହ ଚାଲିଛି ସଚେତନ

ହେଲେ ନଥିବ ବିପଦ ଭୟେ ।।


Rate this content
Log in

Similar oriya poem from Action