STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ମୋ ପରାଣ ଭାଗବତ

ମୋ ପରାଣ ଭାଗବତ

1 min
170


ଭାଗବତ ମୋ ପରାଣ ହୋଇଛି

ଶୁକ ଦେବ ମୁଖରୁ ନୀତି ଝରୁ ଅଛି

ଭାଗବତ ଶୁଣି ପରିକ୍ଷୀତ ମୁକ୍ତି ହେଲେ

ଗଙ୍ଗା ନଦୀ କୂଳେ ବସି ଶୁଣି ଥିଲେ

ଭାଗବତ ମଣିଷ କୁ ମୁକତି କରେ

ଭାଗବତ ଅମୃତ ହୋଇ ଝରେ

ଭାଗବତ ଆମେ ନୀତି ଗାଇବା

ଭାଗବତ ଶୁଣି ଜୀବନ ଧନ୍ୟ କରିବା

ଭାଗବତ ଶୁଣିଲେ ଭକ୍ତି ଆସିବ

ସବୁ ମାୟା ବନ୍ଧନ ରୁ ମୁକ୍ତି ମିଳିବ

ଆସ ଆମେ ଭାଗବତ ପ୍ରଚାର କରିବା

ପ୍ରତି ଘରେ ଘରେ ଭାଗବତ ପଢିବା

ଭାଗବତ କୃଷ୍ଣ ଙ୍କ ସ୍ୱରୂପ ହୋଇଛି

ଭାଗବତ ର ପ୍ରତି ପଦ ରେ କୃଷ୍ଣ ପ୍ରେମ ରହିଛି

ଆସ ଭାଗବତ ସୁଧା ପାନ କରିବା

ନର ଜନ୍ମ ହିଁ ଈଶ୍ୱର ଙ୍କୁ ପାଇବା l


Rate this content
Log in

Similar oriya poem from Classics