STORYMIRROR

BANITA SAHU

Abstract

2  

BANITA SAHU

Abstract

ମୋ ଗାଁ

ମୋ ଗାଁ

1 min
537

ଏଇ ମୋର ଗାଁ ଭାରି ସୁନ୍ଦର

ନଥାଏ ଏଠି ଆପଣା ପର

ପାହାନ୍ତି ରାତିର କାଉ କୋଇଲିର ସ୍ବର

ଏଠି କାହାରି ମନେ ନଥାଏ ଅହଂକାର

ସଂନ୍ଧ୍ଯା ସମୟର ଗୋଧୂଳିର ବାସ୍ନା

ନିର୍ଭୟେ ବିପଦକୁ କରନ୍ତି ସାମ୍ନା

ପଦ୍ମ କୁସୁମର ପରିପୂର୍ଣ ସରବର

ମାଁଙ୍କ ମଧୁର ସ୍ବରେ ଡାକନ୍ତି ରେକୁମର

ସଭିଁଏ ଏଠି ଏକ ପରିବାର

ଜଣଙ୍କ ଦୁଃଖରେ ଗାଁ ଏକାକାର

ଏହି ଗାଁ ପାଇଁ ମିଳୁ ସୁଖ ସମ୍ମାନ

ବଢିଯାଉ ମୋର ଜ୍ଞାନ ସ୍ବାଭିମାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract