Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Harihara Behera

Romance

3  

Harihara Behera

Romance

ମନ ଏମିତି ଚାହୁଁଛି ଆଜି

ମନ ଏମିତି ଚାହୁଁଛି ଆଜି

1 min
6.8K


💃ମନ ଏମିତି ଚାହୁଁଛି ଆଜି💃

💘💘💘💘💘💘💘💘💘

ମନ ଏମିତି ଚାହୁଁଛି ଆଜି

ତୁମ ବାହୁରେ ଯିବାକୁ ହଜି ।

ତୁମ ଯୌବନ ରୂପକୁ ଦେଖି

ଆଖି ମୋର ଗଲା ଲୋ ଲାଖି ।

ତୋତେ ପାଇଛି ମୁଁ ଖୋଜି ଖୋଜି

ତୁ ଆସିଛୁ ମୋ ପ୍ରେମିକା ସାଜି ।

ଦେଖି ଦେଖି ତୁମରି ଛବି

ତୋ ଭାବନାରେ ଯାଏ ମୁଁ ହଜି ।

ଚାହେଁ ମନ ତୁମକୁ ଆଜି

ତୁମ ବାହୁରେ ଯିବାକୁ ହଜି ।

ତୁ ମୋ କଥାରେ ହେଇଯା ରାଜି

ତୋତେ ନେଇଯିବି ଘରକୁ ଆଜି ।

ହେଇଯାଓ ଯଦି କଥାରେ ରାଜି

ଆମେ ମାରିବା ଲୋ ପ୍ରେମର ବାଜି ।

ତୁ ଲାଗୁଛୁ ଲୋ ଏମିତି ଆଜି

ମୋ ହୃଦୟର ରାଜ କୁମାରୀ ।

ମନ ଏମିତି ଚାହୁଁଛି ଆଜି

ତୁମ ପ୍ରେମ ରେ ଯିବାକୁ ଭିଜି ।

ମନ ଏମିତି ଚାହୁଁଛି ଆଜି

ତୁମ ବାହୁରେ ଯିବାକୁ ହଜି ।

💑💑💑💑💑💑💑💑💑💑

Poet :HARI HAR

DATE: 23/10/2018


Rate this content
Log in

Similar oriya poem from Romance