STORYMIRROR

Harihara Behera

Tragedy

2  

Harihara Behera

Tragedy

ମୁଁ ଯେତେ ଯେତେ ପାଏ ଭଲ

ମୁଁ ଯେତେ ଯେତେ ପାଏ ଭଲ

1 min
13.9K



ମୁଁ ଯେତେ ଯେତେ ପାଏ ଭଲ

ସେତେ ତୁମେ ଦୂରେଇ ଗଲ ।

ଚାହେଁ ହୃଦୟରେ ରହିବାକୁ

ମୋତେ ରହିବାକୁ ଦଉ ନାହିଁ ।

ଚାହେଁ ତୁମକୁ ଯେତିକି ନିଜର

ମୋତେ ସେତିକି ଭାବିଲ ପର ।

ମୁଁ ଚାହୁଁଛି ନିକଟ ଯେତିକି

ମୋତେ ପଛକୁ ଦେଉଛ ଠେଲି ।

ଚାହୁଁଛି ରହିବି ତୁମ ଦୁଃଖ ସୁଖେ

ମୋତେ ରହି ବାକୁ ଦେଉ ନାହିଁ ।

ବୁଝିବାକୁ ଚାହେଁ ଭଲ ମନ୍ଦ

ମୋତେ ବୁଝି ବାକୁ ଦେଉ ନାହିଁ ।

ମୋ ମନ କଥା ଯେତେ କୁହେ

ସେତେ ମୋତେ ରାଗି ଯାଓ ।

ହେବାକୁ ଚାହେଁ ମୁଁ କଥା

ବାହାନା ରେ ଦିଅ ଭୁଲେଇ ।

ଆଜି ମୋ କଥା ରଖୁ ନାହଁ

ଦିନେ ତୁମେ ବି ମୋତେ ଚାହିଁବ ।

ଜୀବ ଥାଉ ଥାଉ ଚାହୁଁ ନାହଁ

ଚାହିଁଲା ବେଳକୁ କିଛି ନଥିବ ।

ମୁଁ ଯେତେ ଯେତେ ପାଏ ଭଲ

ସେତେ ତୁମେ ଦୂରେଇ ଗଲ ।


Poet : HARI HAR

DATE : 31/10/218


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy