ଦୁନିଆ କରିବ ସଲାମ୍
ଦୁନିଆ କରିବ ସଲାମ୍
1 min
13.2K
ଆମ ଭଲ ପାଇବାକୁ ଦେଖି
ଦୁନିଆ କରିବ ସଲାମ୍ ।
ଏ ରହିଛି ରହିବ ଆମର
ଭଲ ପାଇବା ସାତ ଜନମ ।
ଆମ ଭଲ ପାଇବାକୁ ଦେଖି
ଦୁନିଆ କରିବ ସଲାମ୍ ।
ଭଲ ପାଇବାରେ ନାହିଁ ସ୍ୱାର୍ଥ
ଆମେ କରୁନୁ କା ପକ୍ଷପାତ ।
ପ୍ରଥମ ଦେଖାର ମିଲନ
ମିଶିଗଲା ମନରେ ମନ ।
ହେଉ ହେଉ ହେଇ ଗଲା
ପ୍ରେମର ପ୍ରଥମ ମିଳନ ।
ଆମ ହସଖୁସି ସଂସାର ଦେଖି
ଦୁନିଆ କରିବ ସଲାମ୍ ।
ସ୍ନେହ ପ୍ରିତି ପ୍ରେମ ଆମର
ରହିବ ଜନମ ଜନମ ।
ଆମ ଭଲ ପାଇବାକୁ ଦେଖି
ଦୁନିଆ କରିବ ସଲାମ୍ ।
ଏ ରହିଛି ରହିବ ଆମର
ଭଲ ପାଇବା ସାତ ଜନମ ।
Poet : HARI HAR
DATE : 30/10/2018
