STORYMIRROR

Harihara Behera

Inspirational

2  

Harihara Behera

Inspirational

ମଦ୍ୟ ପାନ ହଟାଓ

ମଦ୍ୟ ପାନ ହଟାଓ

1 min
14.2K



ଆସ ହେବା ଆମେ ଏକଜୁଟ

ଦୂର ହୋଇବ ବାନ୍ଧିଲେ ମେଣ୍ଟ ।

ମଦ୍ୟପାନ ଭଳି କଳଙ୍କ କୁ

ଆମେ ହଟାଇବା ଓଡିଶା ରୁ ।

ଆସ ଆସରେ ସାଂଗ

ଆମେ ହେବା ଏକଜୁଟ ।

ଜନ ସଚେତନ କରି

ବୁଝାଇବା ଘର ଘର ଯାଇ ।

ଜଣେ ଜଣଙ୍କୁ ବୁଝାଇଦେଲେ

ସବୁ ବୁଝିଯିବେ ଆପେ ଆପେ ।

ମଦ ଅଟେ ଏକ ମାରାତ୍ମକ

ପାନ କଲେ ହେବ ସର୍ବନାଶ ।

ଆଜି ନହେଲେ କାଲିକି କ୍ଷତି

ଏଥିପାଇଁ ହେଉଛି ଦୁର୍ନିତି ।

ମଦପାଇଁ ହୁଏ ଅତ୍ୟାଚାର

ଭାଂଗିଲାଣି ଏଠି କେତେ ଘର ।

ସରକାର ଙ୍କ ନାହିଁ ବିଚାର

ଧନ ଜୀବନ ନଷ୍ଟ ଆମର ।

ହୁଅ ସଚେତନ ଆଜିଠାରୁ

ମଦ୍ୟ ପାନ ହଟାଓ ଏଠାରୁ ।

କର ମଦକୁ ଆଜି ବର୍ଜନ

ଆମେ ହୋଇଯିବା ସଚେତନ ।

ଜୟ ଜଗନ୍ନାଥ

******

ଲେଖକ : ହରିହର

ଓମାନ


Rate this content
Log in

Similar oriya poem from Inspirational