STORYMIRROR

Harihara Behera

Romance

2  

Harihara Behera

Romance

ମୋ ଧନ ଲୋ ଧନ

ମୋ ଧନ ଲୋ ଧନ

1 min
13.1K



ଦେଖି ତୁମ ଯଉବନ

ସତେ ମନ ହୁଏ ଛନଛନ ।

ମୋର ଏମିତି ହେଉଛି ମନ

ତୁମ ବାହୁରେ କଟୁ ଜୀବନ ।

ମୋ ଧନ ଲୋ ଧନ

ତୁମ ପାଖରେ ଅଛି ମୋ ମନ ।

ତୁମେ ମୋ ପୁନେଇଁ ଜହ୍ନ

ଦିନ ରାତି ଦେଖେ ମୁଁ ସପନ ।

ତୋର ଛନଛନ ଯଉବନ

ଦେଖି ପାଗଳ ହେଉଛି ମନ ।

ତୁମ ପାଇଁ ଝୁରୁଛି ମୋ ମନ

ତୋ ବିନା କଟେନି ଲୋ ଦିନ ।

ଯେବେ ମନରେ ମିଶିଲା ମନ

ମନ ହେଲା ସେଦେନୁ ଉଛନ ।

ମୋର ଏ ପାଗଳ ମନ

ତୁମ ପାଇଁ ଭାବେ ରାତି ଦିନ ।

ତୁମେ ମୋ ଧନ ରତନ

ମୁଁ ଦେଇଛି ହୃଦୟେ ସ୍ଥାନ ।

ତୁମେ ମୋ ଜୀବନ ଧନ

ତୁମ ସାଥେ କାଟିବି ଜୀବନ ।

ମୋ ଧନ ଲୋ ଧନ

ତୋତ ଦେଇଛି ଲୋ ମୋର ମନ ।

ଦେଖି ତୁମ ଯଉବନ

ସତେ ମନ ହୁଏ ଛନ ଛନ ।

ମୋ ଧନ ଲୋ ଧନ

ମୋ ଧନ ଲୋ ଧନ ।


P💙ET : HARIHAR

DATE : 27/10/2018


Rate this content
Log in

Similar oriya poem from Romance