ହେପି ଦିୱାଳୀ
ହେପି ଦିୱାଳୀ
ଜଣାଉଛି ମୁହିଁ ହୃଦୟ ଖୋଲି ।
ହେପି ଦିୱାଳୀ
ଅଭିନନ୍ଦନ ସଭିଙ୍କୁ ମୋର
ଆନ୍ତରିକ ଶୁଭେଚ୍ଛା ଆଜିର ।
ଆଜି ମହାନ ପବିତ୍ର ଦିନ
ଦୀପ ଜାଳି କରୁଛି ନମନ ।
ଶୁଭ ମଂଗଳ କାମନା କରେ
ଦୀପାବଳୀ କଟୁ ଆନନ୍ଦରେ ।
ପ୍ରଧାନ ଭକ୍ତିରେ କର ପୂଜନ
ବାଣ ଫୋଟକା କର ବର୍ଜନ ।
ଆବାଳ ବୃଦ୍ଧ ବନିତା
ରହୁ ସଦା ମନେ ଶୁଦ୍ଧ ଚିନ୍ତା ।
ପ୍ରେମ ଭକ୍ତିର ସଳିତା ଜାଳି
ଆମେ ମନାଇବା ଦୀପାବଳୀ ।
ହେପି ଦିୱାଳୀ ହେପି ଦିୱାଳୀ
ହୋ
ହେପି ଦିୱାଳୀ
ଜଣାଉଛି ମୁହିଁ ହୃଦୟ ଖୋଲି
Poet : HARI HAR
Date : 7/11/2018
