Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Chandra Mishra

Fantasy

4  

Pratap Chandra Mishra

Fantasy

ମହକ

ମହକ

1 min
286



ଧନ ବଳେ ବଳି ଧନୀକ,

ଅହଙ୍କାର ମନ ମହକ,

ଅଦୃଶ୍ୟ ସତ୍ତା କୁ ମଣି ହେୟ

ଜୀବନ କରଇ କ୍ଷୟ ।


ସୁବାସିତ କୁସୁମ ଦେଖି

ରଙ୍ଗୀନ ମହକ ପରଖି

ଚୁମି ଯାଇଥାଏ ଭଅଁର

ପ୍ରୀତି ପ୍ରଣୟ ର ଜୁଆର ।


ନାଚି ଯାଉଥାଏ ଜାତୀୟ ପକ୍ଷୀ

ଅମ୍ବରେ ବାଦଲ ଦେଖି

ଆତ୍ମହରା ହୁଏ ପୁଛ ଖୋଲି

ପ୍ରକୃତି ମହକେ ମହକି ଖାଲି ।


ହୁଦେ କାଳିଆ କୀର୍ତ୍ତନ

ଭକ୍ତି ରେ ବିଭୋର ତଲ୍କୀନ

ଭକ୍ତି ରସରେ ଭକ୍ତ ପ୍ରବର

କାଳିଆ ମହକ ଚିତ୍ତେ ତାର ।


ସୁଜ୍ଞାନ ଜନଙ୍କ ଉନ୍ନତ ଚେତନା

ବ୍ରହ୍ମ ପରଂବ୍ରହ୍ମ ଙ୍କ ସୂକ୍ଷ୍ମ କଳନା

ଆତ୍ମା ପରମାତ୍ମା ନ ମଣି ଭିନ୍ନ

ଜୀବନ ମହକ କରାନ୍ତି ପୂର୍ଣ୍ଣ ।



Rate this content
Log in

Similar oriya poem from Fantasy