Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmini Parida

Classics Others

3  

Padmini Parida

Classics Others

ମହାଳୟା

ମହାଳୟା

1 min
155


ଆଶ୍ୱିନ ମାସର ଅମାବାସ୍ୟା ଦିନଟି 

ମହାଳୟା ଶ୍ରାଦ୍ଧ ନାମରେ ପୂଜିତ 

ପିତୃପୁରୁଷଙ୍କୁ ଅଂଶରୁ ଜାତ ସନ୍ତାନ ସନ୍ତତିଗଣ

ପିତୃଲୋକଙ୍କ ଆତ୍ମାର ସଦଗତି ପାଇଁ କରନ୍ତି ପିଣ୍ଡଦାନ।

ସୂକ୍ଷ୍ମ ଆତ୍ମାରୂପେ ମର୍ତ୍ତ୍ୟକୁ ଓହ୍ଲାଇ ଆସି

ପିତୃପୁରୁଷ ଶ୍ରଦ୍ଧାର ଦାନ କରନ୍ତି ଗ୍ରହଣ।

ବରଷକୁ ଥରେ ପାଳନ୍ତି ବଂଶଜ ଏ ଧର୍ମ

ପିଣ୍ଡଦାତାଙ୍କ ଆଳୟେ ବିରାଜନ୍ତି ସର୍ବଦେବଗଣ।

କୋଡିଏ ଦେବଗଣକୁ ଗୋଟିଏ ଥର

ସପ୍ତୠଷିଙ୍କୁ କରାଯାଏ ଦର୍ପଣ।

ପିତୃ ଦର୍ପଣରେ ପିତାଙ୍କୁ ରୁଦ୍ର ରୂପରେ

ପିତାମହକୁ ବସୁ, ପ୍ରପିତା ମହକୁ ଅତିତ୍ୟ।

ଋଷିଙ୍କ ସଙ୍ଗେ, ପିତୃପୁରୁଷ ହୁଅନ୍ତି ଉପସ୍ଥିତ

ଦିବସଟି ପବିତ୍ର ମହାଳୟା ଶ୍ରାଦ୍ଧ।

ପିତୃପୁରୁଷଙ୍କ ଠାରୁ ଲଭିଲେ ଆଶିର୍ବାଦ

ଦୂରରେ ଥିବ ଆଧିବୈଦିକ ବିପଦ ।


Rate this content
Log in

Similar oriya poem from Classics