STORYMIRROR

Gunanidhi Samal

Classics

2  

Gunanidhi Samal

Classics

ମା' ହିଙ୍ଗୁଳା

ମା' ହିଙ୍ଗୁଳା

1 min
25

ସାକ୍ଷାତେ ହିଙ୍ଗୁଳା ମା"ଗୋ

ତୁ" ଅଗ୍ନି ସ୍ୱରୂପା

ବିମଳା ନାମେ ପୁରୀରେ

ହୋଇଲୁ ପୂଜିତା,

ତାଳଚେରେ ବୋଲାଇଲୁ

ତୁ" ଆରାଧ୍ୟ ଦେବୀ

ତୋ " ରୂପ ମହିମା ମା"ଗୋ

କେମିତି ବର୍ଣ୍ଣିବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics