STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଦୁର୍ଜନ ଲୋକ

ଦୁର୍ଜନ ଲୋକ

1 min
168


ଦୁର୍ଜନ ଠାରୁ ସଦା ଦୁରେଇ ରହିବ

ଦୁର୍ଜନ ସଙ୍ଗ କେବେ ନ କରିବ

ଦୁର୍ଜନ ବ୍ୟକ୍ତି ମିଠା କହିଲେ ବିଶ୍ୱାସ ନ କରିବ

ଦୁର୍ଜନ ଲୋକ ସଦା ତୁମ କ୍ଷତି କରୁଥିବ

ଦୁର୍ଜନକୁ ସର୍ବଦା ସାଧୁ ଭୟ କରନ୍ତି

ଦୁର୍ଜନ ଠାରୁ ଅଲଗା ସେ ରୁହନ୍ତି

ଦୁର୍ଜନ ଲୋକ ଆମ ସର୍ବନାଶ କରିବ

ଦୁର୍ଜନ ଲୋକ ଖଳ ପ୍ରକୃତିର ହୋଇ ଥିବ

ଦୁର୍ଜନ ଲୋକ କେବେ ମଙ୍ଗଳ କରିବ ନାହିଁ

ଦୁର୍ଜନ ତା ସ୍ଵଭାଵ ଛାଡିବ ନାହିଁ

ଦୁର୍ଜନ ସଦା କ୍ରୋଧ ଇର୍ଷା ରେ ଜଳୁ ଥିବ

ସାଧୁ ଲୋକ ଦେଖି କଟୁ ବଚନ ସେ କହୁ ଥିବ

ସର୍ପ ଠାରୁ ଭୟ ଙ୍କର ଦୁର୍ଜନ ହୋଇ ଥାଏ

ଦୁର୍ଜନ ଠାରୁ ଦୂରେଇ ରୁହ ଶାସ୍ତ୍ର ଆମକୁ ଶିଖାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics