STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଲୁହର ଶ୍ରାବଣୀମୁଁ ଯେ ଲୁହର ଶ୍ରାବ

ଲୁହର ଶ୍ରାବଣୀମୁଁ ଯେ ଲୁହର ଶ୍ରାବ

1 min
176

ଲୁହର ଶ୍ରାବଣୀ

ମୁଁ ଯେ ଲୁହର ଶ୍ରାବଣୀ

ଅଭିମାନୀ ଯାଉଛି ଝରି

ନିର୍ଝଣୀ ଉନ୍ମାଦିନୀ ପରି 

ଅସରନ୍ତି ଅବିଶ୍ରାନ୍ତ ମନ 

ନେଇ ଉତ୍ତାଳ ତରଙ୍ଗେ

ହୋଇଯିବି ଲୀନ ଦେଖିନିଏ

ପ୍ରିୟବର ମନ ଭରି

 ଚାହିଁ ଦିଅ ଥରେ ମୋତେ

ମୁଁ ପ୍ରେମ ପାଗଳିନୀ

ତୁମରି ଆସିବା ବାଟକୁ

 ରହିଛି ଚାହିଁ

ଏ ତ ମୋ ମନର ଶେଷ

ଇଚ୍ଛା କର ନାହିଁ ପ୍ରିୟ

 ଆଊ ଡେରି

ଝରିଯିବି କାଳେ ବୃନ୍ତଚ୍ୟୁତା

  ଶେଫାଳି ପରି

ରହିଯିବ ମନେ ମୋର

ତୁମ ପ୍ରେମ ବାସ୍ନାର ମହକ

ଲୁହର ଶ୍ରାବଣୀ ସାଜି

କରୁଛି ମିନତି ଏତ ମୋ

ଜୀବନର ଶେଷ ଅଳି

ଶ୍ରାବଣର ବନ୍ୟା ପରି

ଆସ ସନ୍ତକ ନ ଯାଉ ବୋହି


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational