STORYMIRROR

Bhakti Samanta

Tragedy

3  

Bhakti Samanta

Tragedy

ଲୁହ

ଲୁହ

1 min
246

ମନେ ପଡୁନି କେବେଠୁ ମୋସହ ତୁ ଅଛୁ, 

ଅକସ୍ମାତ ତତଲା ହୋଇ  ବୋହି ଯାଉ, 

ଯନ୍ତ୍ରଣା ର ବାହ୍ୟ ପରିପ୍ରକାଶ , 

ଅକୁହା, ଅନୁଚାରିତ ଅନୁଭବ ର 

ଅନ୍ତିମ ପ୍ରକାଶ, 

 ମୁଁ ଅଛି, ତୁୁ ଅଛୁୁ ।।।। 

କେଉଁ କୋଣରେ ଲୁୁୁଚି ଥିଲେ ବି

ଧରାପଡିିିଯାଉ,

ହସ, ଖୁସି ସରିବା ପରେ

ପରେ ଆଗମନକୁ ଅପେକ୍ଷା କରୁ।।। 

ବିିିିଦାୟ, ହେବାକୁ ଇଛା ହୁୁଏନି ତୋର 

ସବୁଥର।।। 

ମୁୁଁ ଅପରିଚିତ ଭାବିି ଦୂରେଇ ଗଲେ

ତୁ ଆସୁ ପ୍ରତିିିିିିଥର, ଜୀବନର ସବୁମୋଡ

ରେ।।

ସୁୁଖ ଦୂରେଇ ଗଲେ, ତୁ ଆସୁ ବିନା ନିମନ୍ତ୍ରଣ ରେ,

କୋଣରେ ବସିଥିବା ଅନୂଢ଼ା ସୁୁୁନ୍ଦରୀ

ଭଳି, ଆଖି ଦୁୁଇ ରେ ଭରିଯାଉ.... 

ସବୁ ଦୁୁଖର ପାହାଡ ବୋହି ନିିଏ 

ଲୋତକର ବନ୍ୟାରେ. . 

ସବୁ ଯନ୍ତ୍ରଣା, ଦୁଖ ତୋସହ ପରିିିଚିତ

 ଜନ୍ମ ଠାରୁ ମରଣ ପ୍ରତିଥର ଏ ଆଖି

ରୁ ସେ ଆଖି ସବୁ ଆଖି ରେ ରହି 

ଯାଏ ଅନନ୍ତ କାଳ ଯୁୁଗ ଯୁୁଗ..  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy