STORYMIRROR

Bhakti Samanta

Inspirational

4.1  

Bhakti Samanta

Inspirational

ମୋ ପ୍ରଥମ ଗୁରୁ ମାଁ

ମୋ ପ୍ରଥମ ଗୁରୁ ମାଁ

1 min
229


ତୁମେ ମୋର ପ୍ରଥମ ଗୁରୁ ମାଁ, 

ତୁମ ପାଦତଳେ ଶତଶତ ପ୍ରଣାମ

ତ୍ୟାଗ, ନିଷ୍ଠା, ନିଃସ୍ବାର୍ଥପରତା, କର୍ତ୍ତବ୍ୟ ପରାୟଣତାର ଆଦର୍ଶ

ଶ୍ରେଷ୍ଠତ୍ବ ତୁୁୁମେ ମାଁ ।

ଶିଖିଲି, ଛୋଟ ବେଳୁୁୁ ସତ୍ଯ ଓ

 ନ୍ୟାୟର ମହାମନ୍ତ୍ର

ଶିଖିଲି ମୁଁ ପୂଣ୍ୟ ଓ ପାାପର ବିିିିଚାର, 

ଆଉ ପର ଉପକାାର। 

ତୁମେ ତ ଶିଖାଇଲ ସମ୍ପର୍କର ମହତ୍ବ

ବଂଚିବାର ସୂତ୍ର,ବଢାଇଲ ଆତ୍ମବିଶ୍ୱାସ ।

ତୁମେ ମୋ ଉଦୟ ସୂର୍ଯ୍ୟ

ତୁମେ ମୋ ବିିଶାଳ ଅନନ୍ତ ଆକାଶ

ପ୍ରତ୍ୟେକ ମୋଡ଼ରେ ତୁମେ ଥାଅ ମାଁ

ଦେବାକୁ ଆଶୀଷ ଭକ୍ତି ସାମନ୍ତ।


Rate this content
Log in

Similar oriya poem from Inspirational