STORYMIRROR

Bhakti Samanta

Abstract Fantasy

3  

Bhakti Samanta

Abstract Fantasy

ଭିଜାମାଟି

ଭିଜାମାଟି

1 min
425

ନୂଆ ବର୍ଷାରେ ଭିଜିଥିବା ମନ, 

ଉଛୁଳାନଦୀ ରେ ବନ୍ଧନ

ମନକୁ ଉଲ୍ଲସିତ କରେ ତୁୁମ

ଆକର୍ଷଣ

ଭିଜାମାଟି ର ବାସ୍ନା

ଏ ପାଖରୁ ସେପାଖ ଚହଟି

ଯାଏ, ତୁମେ ଆସିିିବ ବୋଲି

ମନ ଯାଇ ବାରମ୍ବାର

ଦୋଛକିରେ ପାଦଶବ୍ଦ

କୁ ଶୁଣୁଥାଏ। 

ସୁମଧୁର ସୂରେ କାହା ବଂଶୀ 

ବାଜେ ଏ ମନରୁ ସେ ମନ 

ଅଜଣା ଏକ ଭିିିନ୍ନ ଶିହରଣ

ପ୍ରତି ସ୍ପର୍ଶରେ ସୁରେତାଳେ ଶୁଭେ।

ତୁମରି ପାଇଁ, ସବୁ ଥର ମୋ ସଂସାର

ଅନନ୍ତ ଭିଜାଭିଜା ସ୍ନେହର ଭରପୁର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract