STORYMIRROR

Kshirodra Sahu

Classics

2  

Kshirodra Sahu

Classics

ଲଣ୍ଠନ

ଲଣ୍ଠନ

1 min
104


କିଟି କିଟି ଅନ୍ଧକାରେ  ଜଳୁଥିଲେ ଲଣ୍ଠନ

ବିକୁରିତ ଆଲୋକରେ  ହୁଅଇ ଆଭାମାନ ।।

ଅନ୍ଧକାରେ ଦିଶେ ନାହିଁ  ଆଖି ଡୋଳେ କିଛି ହିଁ

ତା ଆଲୋକେ ପଥହରା  ସୁ ପଥ ପାଇ ଥାଇ ।।

ଜ୍ଞାନ ରୁପୀ ଲଣ୍ଠନ ଟି  ସାହା ଭରଷା ଆଜି

ଚିର କାଳ ରହିଯିବା   ନତୁବା ଘନେ ମଜ୍ଜି ।।

ଜ୍ଞାନେ ପରିପୂର୍ଣ୍ଣ ଦେହ   ତେଲ ତ ଥିବା ଯାଏଁ

ଜୀବନ ଟି କୁସୁମିତ     ସରସ ସୈ।ମ୍ୟ ହୁଏ ।।

ତେବେ ତକ ଧପ ଧପ   ଜଳଇ ବତୀ ( କୋର ) ଘର

ତେଲ ସରିଗଲେ କ୍ଷଣେ  ଜୀବ ଅଟଇ ମର ।।

ମନ ରୁପୀ କାଚ ଧୁଆଁ   କଳୁଷ ଆବରଣ

ବ୍ୟାପ୍ତ ଥିଲେ କାହିଁ ମିଳେ ଜ୍ଞାନ ଜ୍ୟୋତି ସନ୍ଧାନେ ।।

ତାମ୍ରିସ ସଂସାରେ ଲୋଡ଼ା  ଲଣ୍ଠନ ଜ୍ଞାନ ରୁପ 

ଦୂରୀଭୂତ ହେବେ ସବୁ    ଯାତନା ନର୍କ କୂପ ।।

          


Rate this content
Log in

Similar oriya poem from Classics