STORYMIRROR

Kshirodra Sahu

Others

3  

Kshirodra Sahu

Others

ଦୁଇ ଦିନିଆଁ ଛଇ ଛଟକ ଭିତରେ

ଦୁଇ ଦିନିଆଁ ଛଇ ଛଟକ ଭିତରେ

1 min
231

ଉଚ୍ଛୁଳା ବୟସର ନଈ

ଛନ ଛନ ଦେହ

ଉଜ୍ଜ୍ୱଳ ରଙ୍ଗର ଉନ୍ମାଦ ପଣ

ସୂୂୂୂଚାଇ ଦିଏ ସେ ମୁହଁ ,

ବାରମ୍ବାର ମାଠିଲେ ମଧ୍ୟ

ଯାହା ଗଢିଛି ବିହି

ଦରପୋଡା ମାଠିଆ ସମୟ ସ୍ରୋତେ

ଆଦୈ। ପାରୁ ନାହିଁ ସହି , 

ଢଳଣୀ ବୟସରେ ପଚାରେ କିଏ ଯେ ?

ଦୁୁଇଦିନିଆଁ ଛଇ ଛଟକ ଭିତରେ  

ଓଲଟା ଖଟ ବି ତ ଦେଖୁଛି 

ବାଟେ ବସି କାଳ ଅପେକ୍ଷାରେ , 

କ୍ଷେତ୍ରବମଧ୍ୟେ କଣା ଅଜସ୍ର

ପାଣି ରହୁନି ଜମା

ବାନ୍ଧି ଦିଅ ଅବିଳମ୍ବେ ତାକୁ

ଶେଷ ପୂର୍ବରୁ ସମୟର ସୀମା ।

       


Rate this content
Log in