STORYMIRROR

Kshirodra Sahu

Abstract Classics

3  

Kshirodra Sahu

Abstract Classics

ଏଇମିତି ଦେଖୁଥିବୁ ଅନାଇଁ ଅନାଇଁ

ଏଇମିତି ଦେଖୁଥିବୁ ଅନାଇଁ ଅନାଇଁ

1 min
183

       ଜାଣି ଜାଣି

      ଲତାଟିଏ ହୋଇ ଆକୃଷ୍ଟ ହେବା 

        ଠିକ୍ କି ହେ ? 

      ଖାଇଲେ ଗୁଦା ଗୁଦା

      ପାଳିଥିବା ଆମ୍ବ

      ତୁ ଧଇଲୁ ଟାାଙ୍କୁଆ

      ଏବେ କହୁଛୁ

      ତୁଚ୍ଛତା ପ୍ରଦର୍ଶନ କଲି ସିନା

      ହେଲା କ'ଣ

      ହାତ ଠାରି ଡାକିିିଲେ ଲଢ଼ିବାକୁ

      ଆସୁଛି କହି କୁୁୁୁ଼ଆଡେ

       ଛୁ ଚମ୍ପଟ! 

       ଥାଳ ଝାଡି ଦେଲାପରେ

       ହାଳୁୁୁୁକାଏ ନିଃଶ୍ୱାସ ପୁରାଇ

       କହୁଛୁ ମୋ ପେଟରେ ମଧ୍ୟ

       ଅପ୍ରବଳ ଅଛି ଭୋକ 

       ଖାଇଲେ ପେଟ ପେଟିଆ

       ତାହାକୁ ତୁ କହୁଛୁ ଲୋକ ।

        ମୁଢ କିଏ ? 

       ପଛରେ ଥାଇ ପାଟି କଲେ

       ଫାଟି ଯିବ କି ପୃଥ୍ୱୀ

       ଦୁର୍ବଳିଆ ପରି ଏଇମିତି

       ଦେଖୁଥିବୁ ଅନାଇଁ ଅନାଇଁ

       କାଣିଚାଏ ପାଇବୁନିରେ ଜମା 

       ଦନାଇ ବୋପାକୁ ପଚାରିଦେ ଏଇନା ।


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract