STORYMIRROR

Padmalaya Mishra

Abstract Classics Inspirational

4  

Padmalaya Mishra

Abstract Classics Inspirational

ଲକ୍ଷ୍ୟ

ଲକ୍ଷ୍ୟ

1 min
270

ଡେଣାକଟା ଚଢେଇ ଯେ ଉଡି ମୁଁ ପାରେନା

ତଥାପି ଉଡିବାର ଆଶା ତ ଛାଡେନା

କଅଁଳିବ ଦିନେ ପର ଭରସା ମୋ ଅଛି

ସେଇ ଭାବନାରେ ନିଇତି ମରି ବି ବଞ୍ଚିଛି

ବିଶାଳ ଆକାଶ ବକ୍ଷେ ନିଶ୍ଚୟ ଉଡିବି

ଆକାଂକ୍ଷା ରଖିଛି ସପନରେ ରଂଗ ମୁଁ ଭରିବି

ଲକ୍ଷ୍ୟର ଆହ୍ଵାନରେ ହୃଦୟ ତୋଳୁଚି ସଙ୍ଗୀତ

ଭେଦିବି ମୁଁ ଲକ୍ଷ ଯୋଜନ କରିବି ଦସ୍ତଖତ ।।



Rate this content
Log in

Similar oriya poem from Abstract