Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Satapathy

Abstract Classics Others

4.3  

Kalpana Satapathy

Abstract Classics Others

ଲାଲ୍ ରକ୍ତର ଗୋଲାପ

ଲାଲ୍ ରକ୍ତର ଗୋଲାପ

1 min
143


ଜୀବନର ପ୍ରତି ପାବଛ ର ଧାଡିରେ ଥାଏ

ଆଶାର ଫଲ୍ଗୁ ଯାହା ଲାଲ୍ ରକ୍ତର ଗୋଲାପ

ଗୁଚ୍ଛ ର ସୌନ୍ଦର୍ଯ୍ୟ ପୂର୍ଣ୍ଣ ବାତାବରଣ ମଧ୍ୟରେ

ଫୁଲ ର ପ୍ରତି ପାଖୁଡ଼ାରେ ଭରିଦିଏ ମହକ

ସମୟର ଅନ୍ତରାଳରେ।

ଜୀବନର ଉପବନରେ ଲାଲ୍ ରକ୍ତର ଗୋଲାପ

ସୃଷ୍ଟି କରେ ପ୍ରେମର ରଙ୍ଗ

ଆନନ୍ଦର ଲହରୀର‌ ସ୍ରୋତର ସ୍ରୋତସ୍ବିନୀ ଟିଏ

ଫୁଟି ଉଠେ ଅସୁମାରୀ ସ୍ବପ୍ନ ତଳେ ଭାବନା,

କଣ୍ଟକରେ ପୂର୍ଣ୍ଣ ହେଲେ ବି ଲାଲ୍ ରକ୍ତର ଗୋଲାପ

ଲାଲ୍ ରଙ୍ଗର ବାସ୍ନାରେ ମହକିତ କରି

ଗଢି ତୋଳେ ଏକ ପବିତ୍ର ମନ ତଳେ

ପ୍ରେମର ତାଜମହଲ, ମାନେ ନାହିଁ କିଛି ବାଧା

ବିଘ୍ନ ଦୁଃଖ କୁ ଆଙ୍କିବାକୁ ହୃଦୟ ର କାନ୍ଥରେ।

ଲାଲ୍ ରକ୍ତର ଗୋଲାପ ଫୁଲ ର ଖିଲି ଖିଲି

ହସ ମୋହିନିଏ କୁଳୁକୁଳୁ ନାଦିନୀ ଝରଣାର

ସ୍ବରକୁ ଜୀବନ ର ବେଳାଭୂମି ପରେ

ସଜାଇ ଦେଇ ମାଳ ମାଳ ଉର୍ମିମାଳାର

ଫୁଫୁ କାର ଶବ୍ଦକୁ ଜୀବନର ବିଶ୍ଲେଷଣରେ।



Rate this content
Log in

Similar oriya poem from Abstract