Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Satpathy

Classics Inspirational

3  

Kalpana Satpathy

Classics Inspirational

ସବୁଦିନର ସାଙ୍ଗ

ସବୁଦିନର ସାଙ୍ଗ

1 min
3


ସ୍ମୃତିର ଫରୁଆ ତଳେ

ରଖିଛି ସାଇତି ତତେ

ତୁ ମୋର ସବୁଦିନର ସାଙ୍ଗଟିଏ

ସୁଖ ଦୁଃଖର ଜୁଆର ମଧ୍ୟରେ

ଅଦେଖା ହାତଟିଏ, ଆକୁମାରୀ

ହିମାଚଳ ତଳେ ଅମୃତର ଧାରଟିଏ,

ତୋ ଡାକରେ ଥରି ଉଠେ

କୋଟିଏ ପ୍ରାଣ, ତୁ ପରା ସର୍ବସଂହା 

ମମତାମୟୀ, କରୁଣାମୟୀ ଅଭୟ

ଦାୟିନୀ ମା ଟିଏ, ତୋ ପଣତ ଛାଇରେ

ଲୁଚିଯାଏ କୋଟିଏ ବ୍ରହ୍ମାଣ୍ଡ, ତୁ ସୃଷ୍ଟି

ତୁ ହିଁ ଅରିଷ୍ଟି ତୋ ପାଶେ ବନ୍ଧା

ପଡିଛି ମୋ ହୃଦୟ, ପ୍ରତି ସ୍ପନ୍ଦନରେ

ତୁ ଅଛୁ ମୋର ଦରୋଟି ମନରେ,

ମୋ ରକ୍ତ କଣିକାର ପ୍ରତିଟି ସ୍ରୋତରେ

ତୁ ମୋ ପାଇଁ ଅଭୁଲା ଗୀତିଟିଏ

ରହିଛୁ ରହିଥିବୁ ସବୁଦିନ ପାଇଁ

ଭଲ ସାଙ୍ଗଟିଏ ହୋଇ

ମୋ ଜୀବନ ପୃଷ୍ଠା ରେ।



Rate this content
Log in

Similar oriya poem from Classics