STORYMIRROR

Sunanda Mohanty

Classics Inspirational Others

4  

Sunanda Mohanty

Classics Inspirational Others

ବନ୍ଧୁ

ବନ୍ଧୁ

1 min
237

ମଣିଷ ଜୀବନ ପାଇଁ 

ଜଳ ଓ ବାୟୁ ନିହାତି 

ଆବଶ୍ୟକ ହୋଇ ଥାଇ 

ବାୟୁରୁ ଅମ୍ଳଜାନ ଆମେ ନେଇ 

ବଞ୍ଚିଥାଉ ସୁସ୍ଥ ହୋଇ 

ଯେଉଁ ଅମ୍ଳଜାନ ଗଛ ଦେଇଥାଇ 

ଗଛକୁ କାଟିବା ଉଚିତ ନୁଁହଇ 

ସଂସାରେ ରହିବା ପାଇଁ 

ପ୍ରତି ପିଲା ଆସ 

ଲଗାଇବା ଗଛ 

ଜୀବନ ରଖିବା ପାଇଁ 

ଗଛ ଦେଇଥାଏ ଫୁଲ ଫଳ ଛାଇ 

ବନ୍ଧୁଟିଏ ଆମ ସେହି 

ଗରବ ନକରି ଫଳାଭାରେ ସଦା 

ପଡିଥାଏ ସିଏ ନଇଁ 

ଏଗୁଣ ତାର ଶିଖିଯିବା ଆମେ 

ଆମ ଭବିଷ୍ୟତ ଭଲ ପାଇଁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics