STORYMIRROR

BULU BEHERA

Romance

4  

BULU BEHERA

Romance

କଥା ତୋର କୋଇଲି ସୁର

କଥା ତୋର କୋଇଲି ସୁର

1 min
237

କଥା ତୋର କୋଇଲି ସୁର,

ଆଖି ଦୋ' ଟି ନୀଳ ସାଗର |

ପ୍ରେମ ତୋର କୁବେର ପୁର,

କଥା...............................| (0)


ଚାଲି ତୋର ଅଟେ ମରାଳ,

ହସିଦେଲେ ଝରେ ପ୍ରବାଳ |

ଓଠ ଦିଶେ ଗୁଳୁଗୁଲିଆ,

ହୃଦୟ ତୋ'  ପ୍ରେମ ଦୁନିଆ  

ମୁଁ ପରା ତୋ ପ୍ରେମୀ ପ୍ରବର,

କଥା.................................| (1)


ତୋ' ପରି ଝିଅଟିଏ ପାଇ,

ଭାବେ ନିଜକୁ ଧନ୍ୟ ମୁହିଁ |

ତୋ' ପାଇଁ ମୁଁ ବର ସାଜି,

ବାହା ହେବି ତୋତେ ଆଜି  |

ତୁ' ହେବୁ ମୋର ମୁଁ ତୋହର,

ଗଢିବା ଦୁହେଁ ନୂଆଁ ସଂସାର ,

କଥା................................|(୨)


Rate this content
Log in

Similar oriya poem from Romance