STORYMIRROR

AJAYA KUMAR MALIK

Romance

3  

AJAYA KUMAR MALIK

Romance

ତାରା

ତାରା

1 min
181

ଆଖି ଦୁଇଟା ତମର ହୀରା ଆଉ ମୋତି

କିଛି ନ 'କହିଲେ ମଧ୍ୟ ବୁଝିପାରେ

ମନର ପରିଭାଷା !

ସେଦିନ ମୋ ଛାତ ଉପରେ ତାରା ମାନଙ୍କୁ

ଦେଖି ତମେହିଁ ପ୍ରଶ୍ନ କରୁଥିଲ

କହିଲ ଏ ଅନ୍ଧାର ରାତିରେ ତାରା ମାନେ

କାହିଁକି ସୁନ୍ଦର ଦେଖା ଯାଆନ୍ତି !

ମୁଁ କହିଥିଲି ଗଛରେ ଫୁଲ ଯେମିତି

ନ 'ରହିଲେ ସୁନ୍ଦର ଲାଗେନି

ଠିକ ସେମିତି ଆକାଶେରେ ତାରାମାନେ

ନ 'ରହିଲେ ଆକାଶର ସୌନ୍ଦର୍ଯ୍ୟ

ମଳିନ ପଡିଯାଆନ୍ତା !

ସତରେ ତାରା ମାନେ ଆଜି

ବେଶୀ ମନେ ପକାଇ ଦିଅନ୍ତି ଆମର ସେ

ଗ୍ରୀଷ୍ମ ଅବକାଶର ମୁହୂର୍ତ ମାନଙ୍କୁ 

ଏଣୁ ସବୁଦିନେ କିଛି ସମୟ ପାଇଁ

ମୋ ଛାତ ଉପରେ ତାରା ମାନଙ୍କୁ

ଦେଖି ତମ ଭଲ ପାଇବାକୁ ମନେ ପକାଏ !


Rate this content
Log in

Similar oriya poem from Romance