Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ପର୍ବ : (ଅତିରିକ୍ତ) ଗୀତିକବିତା-32 : ତୁମେ : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : (ଅତିରିକ୍ତ) ଗୀତିକବିତା-32 : ତୁମେ : -ଡକ୍ଟର କୃତ୍ତିବାସ ନାୟକ

1 min
233


କଥା ଦେଇଥିଲ ତୁମେ ମୋର ହାତ ଧରିକି,

ମୋତେ ନେଇଯିବ ଘର ଦିନେ ରାଣୀ କରିକି | (ଘୋଷା)


ଏବେ ତୁମ ନୀରବତା ଜାଳିଦିଏ ପରାଣ,

ତୁମ ଆଚରଣ ଦେଖି ବଢେ ହୃଦ ସ୍ପନ୍ଦନ,

ତୁମେ ଯଦି ଭୁଲିଯାଅ ମରିଯିବି ଝୁରିକି,

କଥା ଦେଇଥିଲ ତୁମେ ମୋର ହାତ ଧରିକି,

ମୋତେ ନେଇଯିବ ଘର ଦିନେ ରାଣୀ କରିକି | (1)


ମୋର ମନ ଫୁଲବନେ ଭରା ଏବେ କୁହୁଡ଼ି,

ତୁମପାଇଁ ଜଳାଇଛି ଆଲୋକର ଦିହୁଡ଼ି,

ଥରେ ଆସ ଦେଖିବି ମୁଁ ନିଜ ମନ ଭରିକି,

କଥା ଦେଇଥିଲ ତୁମେ ମୋର ହାତ ଧରିକି,

ମୋତେ ନେଇଯିବ ଘର ଦିନେ ରାଣୀ କରିକି | (2)



Rate this content
Log in

Similar oriya poem from Romance