Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhumita Mishra

Romance Inspirational

3  

Madhumita Mishra

Romance Inspirational

ପ୍ରିୟତମାର ସର୍ଜନା

ପ୍ରିୟତମାର ସର୍ଜନା

1 min
188



ସୀମା ହୀନ ପ୍ରତୀକ୍ଷା...

ଅବଦମିତ ଅଭିସାରର ମୋହ

ଅଥୟ ଅକ୍ଲାନ୍ତ ଦୁର୍ବାର ଏ କୋହ

ସୃଷ୍ଟି କରିଛି.. ପଲ୍ଲବିତ ମେଦିନୀ ।


ସୀମା ହୀନ ଉପେକ୍ଷା..

କ୍ଷଣିକ କାମନାର ଦାବାନଳେ

ଅଭେଦ୍ୟ ଭେଦ୍ୟର ଅନ୍ତରାଳେ

ସୃଷ୍ଟି କରିଛି.. ବିନିଦ୍ର ରଜନୀ ।


ସୀମା ହୀନ ତିତିକ୍ଷା...

ଯୁଗାନ୍ତରର ପରିବର୍ତ୍ତିତ ଉପଲେଖ୍ୟ

ସୃଜନ ନୁହେଁ କେବଳ ଯେ ସମୟ ସାପେଖ୍ୟ

ସୃଷ୍ଟି କରିଛି..ପ୍ରୀତି ପୁଷ୍ପ କଲ୍ଲୋଳିନୀ ।




Rate this content
Log in

Similar oriya poem from Romance