STORYMIRROR

Sumitra Nayak

Abstract Classics Inspirational

3  

Sumitra Nayak

Abstract Classics Inspirational

କ୍ଷମା ଭାବ ବନ୍ତ

କ୍ଷମା ଭାବ ବନ୍ତ

1 min
364

କ୍ଷମା ଭାବ ରଖ

କ୍ଷମାରେ ଭଗବାନଙ୍କ ବାସ।


ସର୍ବେ ଯେ ନୁହଁନ୍ତି

ବିନମ୍ର କ୍ଷମା ଭାବବନ୍ତ।


ଅଟେ ମାୟା ସିକ୍ତ

ଏହି ଯେ ଭବ ଭୂ ପୃଷ୍ଟ।


ମାୟାରେ ମୋହିତ

ଏହି ତାଚ୍ଛଲ୍ୟ ମନୁଷ୍ଯ।


ନିଜକୁ ଶ୍ରେଷ୍ଠ

ସଦ୍ଗୁଣେ ଯେ ଦେଖନ୍ତି।


ନିଜସ୍ଵ ତ୍ରୁଟିକୁ

ନଜର ଯେ ନକରନ୍ତି।


ନିଜ ଭୁଲ୍ ଭାବକୁ

ସଠିକ୍ ମଣନ୍ତି ଏ ଛାର।


ଅକାରଣେ ଅନ୍ୟକୁ

ନିଷ୍ଠୁରେ ଦୋଷାସିକ୍ତ କରି ।


କ୍ଷମା ଭାବ ନରଖି

ହୁଅନ୍ତି ପଶୁତ୍ୱ ସ୍ଵଭାବର।


ମୂର୍ଖ ଭାବ ରଖି

କ୍ଷମା ଭାବ ତ୍ୟାଗୀ।


ସାମ୍ନା ଲୋକଙ୍କୁ ନଜର

ନିଜକୁ ନଜର ପଛରେ ।


ଏମିତି ହିଁ ସେ

ବିଚାର୍ ବୋଧଗମ୍ୟ ହୁଅନ୍ତି ।


କାହାକୁ ଦୋଷୀ ତ

ନିଜକୁ ନିର୍ଦୋଷ କରି ।


କ୍ଷମା ଭାବ ଠୁ

ଦୂରରେ ବସତି ସ୍ଥାପନ ।


ଯାହା ଏକ ପଶୁତ୍ୱ

ଗୁଣେ ସମ କକ୍ଷ ଅଟେ ।


କେହି କେହି ତ

କ୍ଷମା ମାଗି ନିଅନ୍ତି ।


ଯାହାର ମନ ରେ

ପଶ୍ଚାତାପର ଭାବ ଥିବ ।


କେହି କେହି କ୍ଷମା

ଦିଅନ୍ତି ସଦ୍ ହୃଦ ବାନ୍।


ଉଭୟ ତ ମହାନତାର

ହକଦାର ହୋଇଥାନ୍ତି।


କ୍ଷମା ଦେୟ ଯେ

କ୍ଷମା ମାଗେ ଯେ।


ସର୍ବ ପରେ କ୍ଷମା

ମାଗିବାର ଙ୍କୁ କ୍ଷମା।


ଏହା ଏକ ମଣିଷର

ମଣିଷତ୍ୱ ଉଚ୍ଚକୋଟୀର କରାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract