Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Kantha

Classics

3  

Sunanda Kantha

Classics

କୃଷ୍ଣ ତୁମେ ଫେରିଆସ ଥରେ

କୃଷ୍ଣ ତୁମେ ଫେରିଆସ ଥରେ

1 min
188


କାହିଁ ଅଛ କୃଷ୍ଣ ତୁମେ ଆସ ହେ ଫେରି 

ଫେରିବା ବାଟକୁ ତୁମ ଚାହିଁ ମୁଁ ରହିଛି

ଆଖିରୁ ମୋ ଲୁହ ଧାର ଯାଏ ଝରି ଝରି l


ରାଧା ପ୍ରେମ ଡୋରେ ତୁମେ ତ ବନ୍ଧା

କେମିତି କହିବି ତୁମ ବିନା ମୁଁ ଅଧା

ଶୁଣ ଥରେ ଗୁହାରି l


ଶରୀରେ ରୋଗର ବସା

ଦେଖିବାକୁ କଳାକାହ୍ନୁ ମନରେ ଆଶା

ହୃଦୟର ଦୁଃଖ ହରିନିଅ ଶ୍ରୀହରି l


ତୁମ ପ୍ରେମ ବନ୍ଧନେ ମୁଁ ହେଇଛି ବନ୍ଧା

ତୁମ ମନରେ କେବଳ ରାଧା ହିଁ ରାଧା

କେବେ ଆସିବ ଫେରି l


ଯମୁନା କହୁଛି ତୁମେ ଆସିବ ଫେରି

ଫେରି ଆସ ତୁମେ ଆଉ ନକରି ଡେରି

କଦମ୍ବ ବୃକ୍ଷ ଡାଳରେ ଖେଳିବ ଦୋଳି l


ଅଭିମାନ କରେ ମନ ତୁମ ଉପରେ

ଦେଇ ଯାଅ ମନେ ତୁମେ ବିଶ୍ୱାସ ଥରେ l



Rate this content
Log in

Similar oriya poem from Classics