Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAJANIKANT CHOUDHURY

Classics

3  

RAJANIKANT CHOUDHURY

Classics

ବୋଉ

ବୋଉ

1 min
168


ବୋଉ ତୋ ଠାରୁ ନାହିଁ କେହି ବଡ଼

ଦିନ ରାତି ତୁହି ଅନିଦ୍ରା ହୋଇ

ସହିଛୁ ତୁ କେତେ ଝଡ଼

ତୋ ଠାରୁ ନାହିଁ କେହି ବଡ଼ ।


ମଳ ପୋଛିଚୁ ପରିସ୍ରା ଧୋଇଛୁ,

ଖୁସିରେ ସବୁ ତୁ କରୁ

ସବୁବେଳେ କହୁ ପଢ଼ ପଢ଼

ତୋ ଠାରୁ ନାହିଁ କେହି ବଡ଼ ।


ପିଲା ବେଳେ ତୁ ଗପ କହିଛୁ

ହାତରେ ଧରି ଭାତ

ଦୁଃଖ ତୁ ସହୁ ଛାତିକି କରି ଜଡ

ତୋ ଠାରୁ ନାହିଁ କେହି ବଡ଼ ।


ଆକାଶ ଦେଖିଲି ସାଗର ଦେଖିଲି

ତୋ ପରି ନାହିଁ କେହି ଏଠି

ତୁ ପରା ଅଟୁ ସ୍ନେହର ଗଡ

ତୋ ଠାରୁ ନାହିଁ କେହି ବଡ଼ ।


Rate this content
Log in

Similar oriya poem from Classics