STORYMIRROR

Swatishree Pandit

Classics Inspirational Others

3  

Swatishree Pandit

Classics Inspirational Others

ଖୁସି

ଖୁସି

1 min
153

ଖୁସି !

ତୁମକୁ ଆଲିଙ୍ଗନ କରିବାର

ଉପାୟଟି କହିଦେଇ ଯାଅ

ମୁ କହିବି ନାହିଁ କାହାକୁ

ଖୁସି !

ତୁମକୁ ଅଞ୍ଜୁଳାରେ ଧରିବାର 

ଉପାୟଟି କହିଦେଇ ଯାଅ

ମୁଁ କହିବି ନାହିଁ କାହାକୁ

ଖୁସି !

ତୁମକୁ ଅଙ୍କନ କରିବାର

ଉପାୟଟି କହିଦେଇ ଯାଅ

ମୁଁ କହିବି ନାହିଁ କାହାକୁ

ଖୁସି !

ତୁମେ ତିମିର ଅନ୍ଧକାର ଦୂର କରିବାର

ଉପାୟଟି କହିଦେଇଯାଅ

ମୁଁ କହିବି ନାହିଁ କାହାକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics