STORYMIRROR

hrudananda sunani

Classics

3  

hrudananda sunani

Classics

ଲୋକହସା

ଲୋକହସା

1 min
193

କାଳିଆରେ ତୋତେ କରିଲି

ମୁଁ ଭରସା 

ମନ ଜାଣି ପ୍ରଭୁ କରନି

ଲୋକହସା....

ଅତି ନିରୀହ କଲ

କାହିଁକି

ଭୋକିଲା ରହେ ଜାଣ

ନାହିଁକି

ତୁମେ ପରା ଖୁଆଅ ଭୋଗ

କହି ଭାଷା...

କାହାକୁ ଦେଇଛ କେତେ,

ଦରବ

ମୋ ପାଖେ କିଛି ବି ନାହିଁ,

ଦଇବ,

କେମିତି ଠାକୁର ତୁମେତ

ଦିଅ ଦଶା...

କେଉଁ ପାପ 


କରିଥିଲି

କହିବ,

ଥରେ ହେଲେ ପାପ

କ୍ଷମା କରିବ

ପାପ ନାଶନ ପ୍ରହୁହେ

ଦିଅ ବସା...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics