STORYMIRROR

hrudananda sunani

Children

3  

hrudananda sunani

Children

କିଛି କଥା

କିଛି କଥା

1 min
132

ଛୋଟ ବେଳେ ଭେଟି ଥିଲେ

ଜ୍ଞାନୀ ଗୁରୁ ଜନ

କହିଥିଲେ କଥା ଭଲେ

ବୁଝାଇ ବଚନ....


ଖାତା ଭିତରେ ତାଙ୍କର

ବାଣୀସବୁ

ଲେଖିଥିଲି ଭଲକରି

ରଖିବାକୁ...

ମନେପଡେ 

 କିଛିକିଛି

ଶୁଣ ଶିଶୁ

କହୁଅଛି...

ବିଦ୍ୟା 

ଅଟେ

ମହାଧାନ,

" ତାକୁ

କର

ତୁମେ

ଅର୍ଜନ "

......

ବିଦ୍ୟା ଅଟେ ମହା ସଖା

ନିତ୍ୟ କର ତୁମେ ଦେଖା...

ପାଠ ପଢିଲେ ଅବଶ୍ୟ ହେବ ବଡ

ଆଗ ପାଠ ବାକି ସବୁ ପରେ ଛାଡ।


Rate this content
Log in

Similar oriya poem from Children