STORYMIRROR

hrudananda sunani

Abstract

4  

hrudananda sunani

Abstract

ଗୁହାରି

ଗୁହାରି

1 min
308

ଶୁଣ ଗୁହାରୀ

ମା ଗିରିଜା

କାନ୍ଦୁଛି ମାଗୋ

ପାଏ ସଜା..

ଦେବତାର

ଗୁହାରୀ

ଶୁଣିଲ ମା

ଇଶ୍ଵରୀ..

ଦଶଭୁଜା

ହୋଇଲ

ସର୍ବ ଦୁଃଖ

ତାରିଲ...

ନାମ ତାରା

ପାଇଲ କିର୍ତ୍ତୀ ।


କେତେ

ଅର୍ଜିଲ...

ଅସୁର ର

କବଲୁ

ଉଦ୍ଧାରିଲ

ମା ମୁଳୁ...

ତୁମ ରଖ

ସଂସାର

ସର୍ଗପୁର

ତୁମର....

ନାରୀରୁପେ

ଭବାନୀ

ଶିବ ରୂପେ

ଶିବାନୀ..

ଗୋଟିଏ ମା

କୋଟିଏ

ପୁଅ ତୋର

ଲେଖାଏଁ...

ସତର ତୁ

ମାତାଗୋ

ଜୁହାର

ପାଦେ ତୋ...।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract