STORYMIRROR

hrudananda sunani

Fantasy

3  

hrudananda sunani

Fantasy

ସେଦିନ ଚାନ୍ଦିନୀ ରାତିରେ

ସେଦିନ ଚାନ୍ଦିନୀ ରାତିରେ

1 min
161

କାର୍ତ୍ତିକ ପୁନେଇଁ

ଚାନ୍ଦିନୀ

ରାତି

ମୋ

ପ୍ରେମିକା

ଆସିଥିଲା

ଜାଳିବାକୁ

ବତି...

ମୁଁ

ସହରରୁ

ଗାଁ

କୁ

ଯାଇଥିଲି

ତା

ସାଥେ

ପିଲାଦିନ

ଖେଳି

କୁଦି

କାଟିଥିଲି...

କେତେ

ପ୍ରେମ

କଥା

ମିଠା

ମିଠା

କାହାଣୀ

କହି-

ଥିଲି

ଧୀରେ

ଧୀରେ

ଆମ

ପ୍ରେମ

ଅଜାଣତରେ

ହୋଇଥିଲା...

ଏମିତି

ଦିନ

ଚାନ୍ଦିନୀ

ରାତି

ମୋର

ସିଏ

ବାଲ୍ୟ

ସାଥୀ..

ମନେ

ପଡେ

ତାର

ମୁରୁକି

ହସ,,,

ଲାଜ

ମିଶା

ବେଶ

ଉଲ୍ଲାଇ

ଆସିଛି..

ହୋଇ

ଚାନ୍ଦିନୀ

ଉଜ୍ୱଳ

କରୁଛି

ଏ

ପୁନେଇଁ

ରାତି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy