STORYMIRROR

hrudananda sunani

Thriller

2  

hrudananda sunani

Thriller

ରାତି

ରାତି

1 min
48

ଥରେ

ରାତିରେ

ନଈରେ

ମୁଁ ଡରେ..


ଆସୁଛି

ହୋଇଲା

ଅନ୍ଧାର

ଯେ କଲା..


ବାଟରେ

ରହିଛି

ଲତାଟି

ଲମ୍ବିଛି...


ବିରାଟ

ଗଛଟି

ଭୂତର

ଭୟଟି..


ନାହିଁ କେ

ଲୋକଟି

ଧରିଛି

ଠେଙ୍ଗାଟି..


ବାହାରେ 

ବିଲୁଆ

ଦେଖି ମୁଁ

ଛାନିଆଁ..


ଜାଣିଲି

ପଛରେ

ବିଲୁଆ

ଡାକରେ..


ଆସିଲି

ଏପଟେ

ପାଇଲି

ରାସ୍ତାଟେ...


ଚାଲିଲି

ସେ ଠାରୁ

ଗାଁ ପଟ

ବାଟରୁ...


ମିଳିଲା

ଲୋକଟି

କହିଲା

ଭଲକି...


ରାତିରେ

କୁଆଡେ

କେମିତି

ତୋ ଆଡେ..


କହିଲି

ଡେରିରେ

ଫେରିଲା

ବସରେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller