Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Thriller

3  

Mr.GAGAN BIHARI NAYAK

Thriller

ପାଉଁଶ ତଳର ସ୍ୱପ୍ନ

ପାଉଁଶ ତଳର ସ୍ୱପ୍ନ

1 min
340



ଭାଗ୍ୱ ଚାପି ହେଲା ପଥର ତଳେ ।

ସ୍ୱପ୍ନ ସବୁ ଗଲା ଜଳି ।

ସେଇ ଦିନୁ ଆଉ ଚାହିଁନି ପଛକୁ।

ଦେଲି ସବୁ ଜଳାଞ୍ଜଳି ।0।


ଦେଖିନି ସପନ ତୋଳି ଆଣି ବାକୁ ।

ସରଗର ତାରାଫୁଲ ।

ଭାବିନି ମନରେ ଜହ୍ନକୁ ଖୋସିବି ।

ତମ ଖୋଲା କବରୀରେ ।

ଅଧୁରା ରହିଲା ତମପାଇଁ ଯେତେ ।

ଦେବାପାଇଁ ଶ୍ରଦ୍ଧାଞ୍ଜଳି (୧)


ଶୁଣୁ ଥିଲି ଦିନେ ମନ ଉପ ବନେ।

ବିରହୀ କୋଇଲି ସୁର ।

ସେ ସୁରରେ ଥିଲା ପ୍ରେମର ଫୁଆର ।

ପ୍ରୀତିର ବନ୍ଧନ ସୁର ।

ହଜିଲା ମନକୁ ଖୋଜି ପାଇଲିନି। 

ସାଥୀ ଯେବେ ଗଲ ମିଳି(୨)



Rate this content
Log in

Similar oriya poem from Thriller