STORYMIRROR

Sudhansu Sekhar Jena

Drama Thriller

3  

Sudhansu Sekhar Jena

Drama Thriller

ରାଜୁତି

ରାଜୁତି

1 min
125

ଚାଳ ଛପର କୁଡ଼ିଆ ମୋର

ସେଥିରେ ଚଳନ୍ତି ମୋ ପରିବାର।


ଘର ପଛପଟେ ଅଛି ଏକ ବୃକ୍ଷ

ତା ଛାୟ ରେ ପାଉଛି କିଛି ସୁଖ।


ଗୋଚର ଭୂମିରେ ଉଡ଼େ ଶୁଖା ପତର

ପିଇବା ପାଇଁ ପାଣି ଏଠି ଦରକାର।


ଭାବନା ର ନିଆଁ ଜଳୁଛି ଆଜି

କହିବା ପାଇଁ ମୋ ପାଖେ ଅଛି ଅନେକ କିଛି?


ଭେଟର ଲିଷ୍ଟ ରେ ଅଛି ନାଁ ଟି ମୋର

ସରକାର ଙ୍କ ଦେଖା ମିଳେ ଏକବାର।


ନେତା ଦର୍ଶନ ୫ ବରଷେ ଥରିଟିଏ ଆସେ 

ମିଠା ପ୍ରତିଶୃତି ରେ ମନ ହରଷେ।


ଏମିତି ନୁହେଁ ତ!

ମୋ ମନ ର ଭାବନା ମନରେ ରହିବ

ସରକାର ଏଠି ମନ ଇଚ୍ଛା ରାଜୁତି କରିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama