STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ଅଭୁଲା ସେ ମୁହୂର୍ତ୍ତ କିଛି

ଅଭୁଲା ସେ ମୁହୂର୍ତ୍ତ କିଛି

1 min
138

ଏମିତି ଏକ ମୁହୂର୍ତ୍ତଟିଏ 

ଭୁଲିବାର ଜମା ନୁହେଁ 

ଦେଖା ହେଲା ଯେବେ ଛାତ୍ରୀ ସିଏ 

ପାଦ ତଳେ ପ୍ରମାଣ ଢାଳେ ସିଏ 

ଏମିତି ଏକ ମୁହୂର୍ତ୍ତଟିଏ 

ଅନେକ ଦିନ ପରେ ଯିଏ 

ଦେଖାହେଲା ବନ୍ଧୁଟିଏ 

ସୁଖ ଦୁଃଖର ନିବୀଡତରେ ମନ କିଣିଲା ସିଏ 

ଭୁଲିହେବାର ନୁହେଁ 

ଏମିତି ଏକ ମୁହୂର୍ତ୍ତଟିଏ 

ମାଆ ବାପାଙ୍କ ଆଦର ସିଏ 

ପାଇକି ସରଗ ଚାନ୍ଦ ପାଏ 

ବଡ଼ ବଡ଼ଙ୍କ ସ୍ନେହ ମମତା ପୁଣି ସଦିଚ୍ଛା 

ଭୁଲିବାର ତ ନୁହେଁ 

ପକ୍ଷୀକୁ ଦେଖି ନଦୀକୂଳରେ ବସି 

ଲାଗେ ଜୀବନ ଇଏ 

ଆକାଶ ସାରା ଦେଖିଲେ ତାରା 

ଭୁଲି ସେକଥା ଜମା ନୁହେଁ 

ଜଗତରନାଥ ଜଗନ୍ନାଥଙ୍କୁ ଦେଖିଲେ 

ଚକାଡୋଳା ଦେଖି ଲାଖିଯାଏ ଆଖି 

ଅଭୁଲା ସେଇ ମୁହୂର୍ତ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract