ଜୀବନର ମାନେ
ଜୀବନର ମାନେ
ଜୀବନର ମାନେ ଖୋଜୁଛି ମୁଁ ଆଜି
ଜୀବନ ବlଟର ବାଟୋଇ ଟିଏ
କେତେ ପଚାରିଲେ ଉତ୍ତର ମିଳେନା
ପ୍ରତିଧ୍ଵନି ଖାଲି ଉତ୍ତରଦିଏ ।
ଲୁହତ ମିଳିବ ଜୀବନ ବାଟରେ
ଚାହଁ ବା ନାଚାହଁ ମନରେ ସାଥି
ସାଥି ଟିଏ ଥିଲେ ବୁଝିପାରି ସବୁ
ବୁଝାଇ ଯିଏସେ ସ୍ନେହରେ ଅତି ।
ଜୀବନର ମାନେ ପ୍ରୀତି ରେ ଭିଜିବା
ଖୁସି ବାଂଟିଯବl ଜୀବନ ସାରା
ସାଥି ଟିଏ ହୋଇ ଲୁହ ପୋଛିଦେଲେ
ଆମରି ସାଥିରେ ହସିବ ଧରା ।

