STORYMIRROR

hrudananda sunani

Drama

3  

hrudananda sunani

Drama

ଦୁର୍ଗା

ଦୁର୍ଗା

1 min
123

ଦେବୀ ମହାଦେବୀ

ମା ଦୁର୍ଗା

କାଳୀ ମହାକାଳୀ

ମା ଦୁର୍ଗା

ପୂଜା ମହାପୂଜା

ମା ତୋର

ଯାତ୍ରା ମହା ଯାତ୍ରା

ସମ୍ଭାର

ଦଶ ତୋର ଭୁଜା

ଜନନୀ ଗିରିଜା

ମନ୍ଦାର ମାଳିନୀ

ମହିଷା ମର୍ଦ୍ଦିନୀ

ମଙ୍ଗଳକାରିଣୀ

ମଙ୍ଗଳା

ମାତା ସନାତନୀ

ଗୋ ଆଦି ଭବାନୀ

ସତ୍ୟ ପ୍ରଦର୍ଶିନୀ

ଦନୁଜ ଦଳିନୀ

ସିଂହବାହିନୀ ମା

କମଳା

ମନ କଥା ଜାଣି

ଭକ୍ତ କରୁ ଋଣୀ

ଏତିକି ମାଗୁଣି

ଦର୍ଶନର ବାଣୀ

ବିମଳା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama