STORYMIRROR

hrudananda sunani

Others

3  

hrudananda sunani

Others

କ୍ଷତାକ୍ତ ପ୍ରେମ

କ୍ଷତାକ୍ତ ପ୍ରେମ

1 min
189

ଧାଇଁଥିଲି ଦିନେ

ଗୋଲାପ ଫୁଲକୁ

ନିଜର କରିବା

ପାଇଁ

ରୁଧିର ଝରିଲା

ନିଜର ଅଙ୍ଗରୁ

କଣ୍ଟା ତାହାରି

ଛୁଇଁ..

ପ୍ରେମ କାହାଣୀ

ଲେଖେ ନ ଜାଣି...

" କ୍ଷତାକ୍ତ ପ୍ରେମ "

ହେବ ତା ନାମ...

ଅବୁଝା ଭଅଁର ମୁଁ 

 ଯେ

ବୁଲେ ଫୁଲେ ରସ

ଖୋଜେ..

ଗୋଲାପକୁ ପାଇଲି ଭଲ

ଚାରିପାଖେ ତା

ମୋ ସକାଳ..

ଚୁମିବା ଆଗରୁ ଚୋବାଇଲି

କଣ୍ଟା

ପର ମୋର ନଷ୍ଟ

କରିବି କଣଟା..

ପ୍ରେମର ନିଶାରେ

ଜାହିର କରି

ଗଲି 

ଗୋଲାପର

ବାସନା ବାରି

ବାରି..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍