ସାଇକେଲ ଶିକ୍ଷା
ସାଇକେଲ ଶିକ୍ଷା
ଛୋଟ ପିଲାଟିଏ
ସାଇକେଲ
ଚଳାଉଛି ସିଏ.
କେବେ ପଡୁଅଛି
ମାଟି ତଳେ
କେବେ ପଡି ଥାଏ
କାଦୁଅରେ
ସାଇକେଲ ନିଶା
ତାକୁ ଧରେ
ସିଟରେ ବସଇ
ଧୀରେ ଧୀରେ
ଆଗେ କାଳେ
ପ୍ରାୟ
ସାଇକେଲ
ନ ଥିଲା ଲୋକେ
ଚାଲିକି ଭଲ
ଚାଲି ଚାଲି
ଦୂର ଜାଗା
ଯାଉ ଥିଲେ ।
ହଲି ଝୁଲି
ଗୀତ ଗାଉ
ଥିଲେ
ନାଚୁଥିଲେ
ଖେଳୁଥିଲେ
ଆଜିକାଲି
ପିଲା
ସାଇକେଲ
ଶିଖିଲା
ଓ ସ୍କୁଲ କୁ
ପଢି ଗଲା ।
