STORYMIRROR

hrudananda sunani

Abstract

4  

hrudananda sunani

Abstract

ବର୍ଷା

ବର୍ଷା

1 min
123

କେହି ଜାଣେ ନା 

ତୁମେ ଆସିବା 

କେହି ବଞ୍ଚେ ନା 

ତୁମରି ବିନା 

କେହି କରେନା 

ମନା,

କେହି କହେନା 

ଯାଅ ନା,

ଏମିତି ତୁମେ ବର୍ଷା 

ଆସିଥାଅ 

ଧରା ଉପରେ 

ବର୍ଷି ଯାଅ,

ବର୍ଷା ବିନା ବର୍ଷ

ବିତେନା 

ବର୍ଷ ବିନା ବର୍ଷା 

ଆସେନା,

ବର୍ଷା ତୁମେ ଜୀବନ 

ଆମରି 

ତୁମ ବିହୁନେ ଲାଗେ 

ଭାରି, ଭାରି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract