STORYMIRROR

hrudananda sunani

Classics

3  

hrudananda sunani

Classics

ତତେ

ତତେ

1 min
126

ତତେ ଡାକୁଥିବି

ସବୁଦିନେ

ମା

ତତେ ଭଜୁଥିବି

ମନ ବନେ

ମା

ଦୁରୁଗା  ମା

ଶରଣ ଦେ ମା ଦୁଃଖୀଜନେ

ନମୋ ତାରା 

ଜ୍ୟୋତି ଧାରା,

ଦଶହରା

ଖୁସିଝରା,

ଦେବୀ 

 ମା

ଶକ୍ତି

ମା

ଭକ୍ତି

ମା

ସବୁ ମା ପାଖେ ତ ଗୋପନେ

ସିନ୍ଦୁର

ବରନୀ

ଅଭୟ

ଦାୟିନୀ

ତ୍ରିଶୂଳ

ମାରିଣୀ

ମଙ୍ଗଳ

କାରିଣୀ

ସବୁ ପାରିଣୀ ମା ଭୁବନେ

ତୋ ପରି

ନାହିଁକେ

ସରି

ତା 'ଦୟା

ଯାଏନି

ସରି

ଦୁରୁଗା

 ମା

ପୂଜା ପାଉ ମା ଗହନେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics