Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Thriller

3  

Prafulla Chandra Mishra

Thriller

ତ୍ରାହିମାଂ ଶିବ ପାର୍ବତୀ ପତି

ତ୍ରାହିମାଂ ଶିବ ପାର୍ବତୀ ପତି

1 min
372



ଜୟ ଶିବ ଶମ୍ଭୁ କୈଳାସ ପତି 

ମୃତ୍ୟୁଞ୍ଜୟ ମଞ୍ଜୁ ଉଜ୍ଜ୍ୱଳ ମୂର୍ତ୍ତି

ଶୁଭ୍ରଂ ଶୁଭ୍ରାଂଶୁ ଶିରେ ବିଦଧତି 

ତ୍ରାହିମାଂ ଶିବ ପାର୍ବତୀ ପତି ।


ଅଗ୍ନି, ସୂର୍ଯ୍ୟ, ଚନ୍ଦ୍ର ତ୍ରିନେତ୍ର ଧାରୀ

ପିନାକୀ ମୃତ୍ୟୁଞ୍ଜୟ ତ୍ରିପୁରାରି 

ତ୍ର୍ୟିମ୍ଵକ,ବୃଷଧ୍ଵଜ ପଶୁପତି

ତ୍ରାହିମାଂ ଶିବ ପାର୍ବତୀ ପତି ।


ଶମ୍ଭୁ,ଭୂତନାଥ, ଚନ୍ଦ୍ରଶେଖର

ଈଶ୍ଵର,ଗଙ୍ଗାଧର, ମହେଶ୍ୱର

କୃତିବାସ, ବ୍ୟୋମକେଶ, ଧୂର୍ଜଟି

ତ୍ରାହିମାଂ ଶିବ ପାର୍ବତୀ ପତି ।


ମହାଦେବ,ପଞ୍ଚାନନ,ମହେଶ

ହର,ବିରୁପାକ୍ଷ,ଭୀମ ଗିରିଶ

ଶ୍ରୀକଣ୍ଠ, ଶିତିକଣ୍ଠ, ଭୂତପତି

ତ୍ରା଼ହିମାଂ ଶିବ ପାର୍ବତୀ ପତି ।


ବିରୂପାକ୍ଷ,ବାମଦେବ ଶଙ୍କର

ରୁଦ୍ର,ତ୍ରିପୁରାନ୍ତକ ସ୍ମରହର

ଭବାର୍ଣ୍ଣବ ନୌକା ଅଗତି ଗତି

ତ୍ରାହିମାଂ ଶିବ ପାର୍ବତୀ ପତି ।


Rate this content
Log in

Similar oriya poem from Thriller