Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Kantha

Classics

3  

Sunanda Kantha

Classics

ପରମପ୍ରଭୁ

ପରମପ୍ରଭୁ

1 min
120


ପରମପ୍ରଭୁ ହେ କମଳ କାନ୍ତି

ମନ ମୋର ଖୋଜେ ତୁମକୁ ନିତି l


ଆଖି ମୋର ଚାହେଁ ଦେଖିବ ତୁମକୁ

କର୍ଣ୍ଣ ଚାହେଁ ସ୍ତୁତି ଶୁଣିବା ପାଇଁ l


ତୁମ ନାମ ଧରି ଦିନ ମୋର ସରେ

ବଞ୍ଚିଛି କେବଳ ତୁମରି ପାଇଁ l


ପ୍ରତିମୂର୍ତ୍ତି ତୁମ ହୃଦୟେ ଆଙ୍କିଛି

ମୋ ରକ୍ଷାକବଚ ତୁମକୁ ମାନିଛି l


ଭୁଜ ତଳେ ତୁମ ଦେବ ଲୁଚାଇ

ସବୁ ବାଧବିଘ୍ନକୁ ଦେଇ ଏଡ଼ାଇ l


ତୁମ ପାଦ ପଦ୍ମ ମୋ ପାଇଁ ସ୍ବର୍ଗ

ତୁମେ ମୋ ବିଶ୍ୱାସ ତୁମେ ମୋ ମାର୍ଗ l


Rate this content
Log in

Similar oriya poem from Classics