STORYMIRROR

Jasoda Majhi

Tragedy Action

3  

Jasoda Majhi

Tragedy Action

କୋଶଲି କବିତା

କୋଶଲି କବିତା

1 min
216


ଦେହେ ନେ ଥିବା ତକ୍ ଜୀବନ୍

 କହୁଁଥିସୁଁ ସବ୍ କେ ମର୍ ମର୍

 ଯେବେ ଲିଭି ଯାଏସି ଜୀବନର୍ ସଏଲ୍ତା

 ହେଇ ଜାଇସି ଦିନେ ଆପଣା ବି ପର୍।


ଜୀବନ୍ ଦୀପ୍ ଯେ କେତେବେଳେ ଲିଭ୍ ବା  

 ଆଘ୍ ନୁ କିଏ ପାର୍ବା କହି,

 ଜୀବନ୍ ଥିବା ବେଳେ ସୁଖେ ଦୁଃଖେ ରହେମା

 ସ୍ନେହେ, ସମ୍ମାନ୍ ସବ୍ କୁ ଦେଇ।


ମୋହ ମାୟା ତ ସଂସାରେ ଭରିଛେ 

ଭରିଛେ କୁସଂସ୍କାର୍ ,

କେତେବେଳେ ମନ୍ କେନ୍ ଆଡେ ଯିବା

ଇଟା ପରେ ମାୟା ସଂସାର୍।


ଇ ଜୀବନ୍ ନେ ସବୁ ନିଜର୍ ନିଜର୍ ଲାଗ୍ସନ୍

ସତେ ନେଇ ଥାଆନ୍ କେବେ,

ବୁଆ ,ମା,ବନ୍ଧୁ,ପରିଜନ୍ ସାଙ୍ଗେ

ରହି ଥିସନ୍ ସୁଖେ ଦୁଃଖେ।


ଦିନ୍ ଯାଉ ଯାଉ ଜିବନ୍ ଛାଡ଼ି ଗଲେ

ଦିନେ ଅଧେ କାନ୍ଦ୍ ବେ କଇଁ କଇଁ,

ମାଏଜି କାନ୍ଦୁଥିବା ଗୁଣ୍ଡଳି ଗୁଣ୍ଡଲି

ମା' କାନ୍ଦ୍ ବା ମୁଡେ ହାତ୍ ଦେଇ।


ଝି' କାନ୍ଦୁଥିବା ବାପା ଗୋ,,

 ଦେଖି ଆସ ମୋର୍ ହାଲ୍,

 ବାପର୍ ମଲା ମୁହେଁ ଜୁଏ ଦେଇ କରି

 ପୋ' କାଟି ହେବା ମୁଡ଼ର୍ ବାଲ୍।


ବନ୍ଧୁ ପରିଜନ୍ ଦଶା ଦିନେ ଆଏବେ

ବସି କରି ଖାଏବେ ଭୋଜି,

ଖାଇ ସରିଗଲେ କେନେ କିଏ ଯିବା

ବୁଲୁଥିମୁଁ ଖୋଜି ଖୋଜି।


ଇଟା ପରେ ମାୟା ସଂସାର୍ ରେ ଭାଇ

ସଂସାର୍ ନେ ଥିବା ତକ୍ ଜୀବନ୍,

ଜେନ୍ତା କରମ୍ ସବୁ କରି ଥିଲେ ବି ତ..

କପାଳେ ଲେଖାଅଛେ ମରନ୍।


    


    


Rate this content
Log in

Similar oriya poem from Tragedy